Pujanana Yagya Foundation

ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ

Days
Hours
Minutes
Seconds

ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ

ଏହି ମହାଯଜ୍ଞ ଆୟୋଜନର ମୂଳଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମସ୍ତ ଓଡିଶାବାସୀଙ୍କ ସୁଖ, ଶାନ୍ତ, ସମୃଦ୍ଧି ସହ ବାୟୁମଣ୍ଡଳ ଓ ପରିବେଶର ଶୁଦ୍ଧିକରଣ, ପୂଜା ଓ ଜାଗଯଜ୍ଞ ଆଦିରେ ଶୁଦ୍ଧ ସାମଗ୍ରୀ ବ୍ୟବହାରର ପ୍ରଚାରପ୍ରସାର ଏବଂ ମହାନ ସନାତନ ଧର୍ମର ଦାର୍ଶନିକ, ବୈଜ୍ଞାନିକ ଓ ବ୍ୟବହାରୀକପକ୍ଷର ପ୍ରଦର୍ଶନ । ପ୍ରକାଶ ଥାଉକି ଏହି ଦିବ୍ୟ ଯଜ୍ଞରେ ୧୫୧ଜଣ ଯାଜ୍ଞିକ ବ୍ରାହ୍ମଣଙ୍କ ଦ୍ୱାରା ୨୫ଗୋଟି ଯଜ୍ଞକୁଣ୍ଡରେ ୨୫କୁଇଣ୍ଟାଲ ବିଶୁଦ୍ଧ ଗାଇ ଘିଅର ଆହୁତି ପ୍ରଦାନ କରାଯିବା ସହ ଶ୍ରୀ ଶ୍ରୀ ମହାଲକ୍ଷ୍ମୀଙ୍କର ୧୨ଲକ୍ଷ ମନ୍ତ୍ର ଜପ ଓ ୧ଲକ୍ଷ ୨୦ହଜାର ଆହୁତି ପ୍ରଦାନ କରାଯିବ । ଏହି ପବିତ୍ର ଯଜ୍ଞର ଦିବ୍ୟ ଅବସରରେ ଆପଣ ନିଜକୁ ସାମଲି କରି ଅକ୍ଷୟପୂର୍ଣ୍ଣ ଅର୍ଜନ କରନ୍ତୁ ।

ମହାଯଜ୍ଞର ମୁଖ୍ୟ ଆକର୍ଷଣ

OdiaBanner
logo

ଯଜ୍ଞର କାର୍ଯ୍ୟସୂଚୀ

୨ ମାର୍ଚ୍ଚ ୨୦୨୫ (ରବିବାର)
୩ମାର୍ଚ୍ଚ ୨୦୨୫ (ସୋମବାର)
୪ମାର୍ଚ୍ଚ ୨୦୨୫ (ମଙ୍ଗଳବାର)
୫ମାର୍ଚ୍ଚ ୨୦୨୫ (ବୁଧବାର)
୬ମାର୍ଚ୍ଚ ୨୦୨୫ (ଗୁରୁବାର)
୭ମାର୍ଚ୍ଚ ୨୦୨୫ (ଶୁକ୍ରବାର)
୮ମାର୍ଚ୍ଚ ୨୦୨୫ (ଶନିବାର)
୯ମାର୍ଚ୍ଚ ୨୦୨୫ (ରବିବାର)
୧୦ମାର୍ଚ୍ଚ ୨୦୨୫ (ସୋମବାର)
୧୧ମାର୍ଚ୍ଚ ୨୦୨୫ (ମଙ୍ଗଳବାର)

ଆପଣଙ୍କର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ

‘ଦାନ’ ଯାହା ଯେତେ ବଡ ହେଉ ବା ଛୋଟ ହେଉ, ଏକ ବୃହତ ଉଦ୍ଦେଶ୍ୟରେ ବ୍ୟବହୃତ ହେଇଥାଏ । ପୂଜାନନା ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଉଥିବା  ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ (ବାୟୁସୋଧନମ୍) ଭଳି ଦିବ୍ୟ ଯଜ୍ଞ ନିମନ୍ତେ ସମସ୍ତଙ୍କ ସମର୍ଥନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।

(Eligible for Deduction under Section 80G of ITA)

payment-icons
Astalaxmi

ଲାଇଭ ଅପଡେଟ : ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ (ବାୟୁସୋଧନମ୍)

ଲାଇଭ ଅପଡେଟ : ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ (ବାୟୁସୋଧନମ୍)

ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞରେ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ମୁହୁର୍ତ୍ତ, ବିଭିନ୍ନ ରୀତିନୀତି ଓ ଆର୍ଶିବାଦ ପ୍ରଦାନ ସମୟରେ ଆମ ସହ ଯୋଡି ହୋଇ ଇଶ୍ୱରଙ୍କ କୃପା ପ୍ରାପ୍ତି କରିବେ ସେଥିପାଇଁ ଆମର ଛୋଟ ପ୍ରୟାସ ।